‘ମେକ୍‌ ଇନ୍‌ ଓଡ଼ିଶା’ରୁ ଓହରିଗଲା ସିଆଇଆଇ

ବିକାଶ ବିରୋଧରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲା ବିଜେଡି, ବିବାଦରେ ପୂର୍ବାଞ୍ଚଳ ଜୋନ୍‌ ସଭାପତି ଜଗିମଙ୍ଗତ ପଣ୍ଡା ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ଯାଏ ହେବାକୁ ଥିବା ‘ମେକ୍‌ ଇନ୍‌ ଓଡ଼ିଶା’ ଦ୍ୱିତୀୟ ସଂସ୍କରଣ ଆୟୋଜନରୁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଗତ ୪ ତାରିଖ ଦିନ ଅପ୍ରତ୍ୟାଶିତ ଭାବେ ଓହରିଯାଇଛି। ସିଆଇଆଇର ଏଭଳି ନିଷ୍ପତ୍ତିରେ ସରକାର ଚକିତ ହୋଇପଡିଛନ୍ତି। ଯେଉଁ ସଂଘ ସବୁ ପ୍ରସ୍ତୁତି ବୈଠକରେ ସାମିଲ … Continue reading ‘ମେକ୍‌ ଇନ୍‌ ଓଡ଼ିଶା’ରୁ ଓହରିଗଲା ସିଆଇଆଇ